Breaking News



ଆଜିର ପଞ୍ଚାଙ୍ଗ 

ତିଥି:କୃଷ୍ଣ ପକ୍ଷ ଚତୁର୍ଦ୍ଶୀ

ନକ୍ଷତ୍ର:ମଘା ନକ୍ଷତ୍ର ଆରମ୍ଭ, ପରେ ପୁର୍ବ ଫାଲ୍‌ଗୁନୀ

ସୂର୍ଯ୍ୟଉଦୟ:ପ୍ରାତଃକାଳ 6:10 ରୁ 6:20 ନିକଟରେ (ଲୋକେସନ ଅନୁଯାୟୀ) 

ସୂର୍ୟାସ୍ତ:ସନଧ୍ୟା 6:20 ରୁ 6:25 ସମୟରେ

ୟୋଗ:ସାନ୍ଧ୍ୟ ଓ ଶୁଭ ଯୋଗ 

କରଣ:ଭିଷ୍ଟି ପର୍ଯ୍ୟନ୍ତ ମଧ୍ୟାନ୍ନ ପରେ ଶକୁନି

ଦିନ:ଶନିବାର

ଅଶୁଭ ସମୟ:ରାହୁ କାଳ  ପ୍ରାତଃ 9:11-10:43,ଯମଗଣ୍ଡ  ସନ୍ଧ୍ୟା 1:46-3:17   

ଶୁଭ ସମୟ:ଅଭିଜିତ ମୁହୂର୍ତ  (ପାଖାପାଖି  11:50 AM-12:40 PM)


ଆଜିର ରାଶିଫଳ

20 ସେପ୍ଟେମ୍ବର 2025 ରାଶିଫଳ

ମେଷ (Aries): ଆଜି ନିଜ କାର୍ଯ୍ୟରେ ପ୍ରଗତି ହେବ। ପରିବାରରେ ସମ୍ମାନ ବଢ଼ିବ। ନୂଆ କାମରେ ସୁଯୋଗ ମିଳିପାରେ।

ବୃଷ (Taurus): ଆର୍ଥିକ ଲାଭ ଆଶା କରାଯାଉଛି। ଧନ ସଂରକ୍ଷଣରେ ସତର୍କ ରୁହନ୍ତୁ। ବନ୍ଧୁଙ୍କ ସହ କାମ ହେବ।

ମିଥୁନ (Gemini): ସମ୍ପର୍କରେ ସ୍ପଷ୍ଟତା ଆଣିବା ଆବଶ୍ୟକ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହାୟତା ମିଳିବ।

କର୍କଟ (Cancer): ସ୍ୱାସ୍ଥ୍ୟରେ ସାବଧାନ ରୁହନ୍ତୁ। ପରିବାରୀୟ ସମସ୍ୟାର ସମାଧାନ ଆସିବ। ବ୍ୟବସାୟରେ ଲାଭ ସମ୍ଭବ।

ସିଂହ (Leo): ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ପରିଚୟ ଲାଭକାରୀ ହେବ। କାର୍ଯ୍ୟରେ ସୁଯୋଗ ଓ ପ୍ରଶଂସା ମିଳିବ।

କନ୍ୟା (Virgo): ପୁରୁଣା ଯୋଜନା ସଫଳ ହେବ। ପରିବାରରେ ଶାନ୍ତି ଆସିବ। ଧନ ଲାଭର ସୁଯୋଗ ରହିଛି।

ତୁଳା (Libra): ସମୟକୁ ସୁଯୋଗରେ ପରିଣତ କରନ୍ତୁ। ବୃତ୍ତିକ୍ଷେତ୍ରରେ ଉନ୍ନତି ସମ୍ଭବ। ପ୍ରେମରେ ସୁମଧୁରତା ରହିବ।

ବୃଶ୍ଚିକ (Scorpio): ଧୈର୍ଯ୍ୟରେ କାମ କରନ୍ତୁ। ପରିବାରରେ ଦାୟିତ୍ୱ ବଢ଼ିପାରେ। ଧନ-ବ୍ୟୟ ନିୟନ୍ତ୍ରଣରେ ରଖନ୍ତୁ।

ଧନୁ (Sagittarius): ଆଜି ଭାଗ୍ୟ ସହାୟତା କରିବ। ଯାତ୍ରା ସୁଫଳଦାୟକ ହେବ। ଶିକ୍ଷାରେ ମନୋନିବେଶ ଭଲ ହେବ।

ମକର (Capricorn): କାମରେ ପରିଶ୍ରମର  ଫଳ ମିଳିବ। ପରିବାରରେ ଖୁସି ରହିବ। ନୂଆ ବିନିଯୋଗରେ ସତର୍କ ରହନ୍ତୁ।

କୁମ୍ଭ (Aquarius): ସମାଜରେ ସମ୍ମାନ ବଢ଼ିବ। ପୁରୁଣା କାମର ସଫଳତା ମିଳିପାରେ। ସହୋଦରଙ୍କ ସହ ସମ୍ପର୍କ ମଜବୁତ ହେବ।

ମୀନ (Pisces): ଧାର୍ମିକ କାର୍ଯ୍ୟରେ ରୁଚି ଜାଗିବ। ପ୍ରେମ ସମ୍ପର୍କରେ ସୁନ୍ଦର ସମୟ। ଧନ-ଲାଭ ସହଜରେ ହେବ।  

No comments