ଘେଁସ୍: ଘେଁସ୍ର ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କୁ ଜଣାଇ ଦିଆଯାଇଛି ଯେ ଆସନ୍ତା 15 ସେପ୍ଟେମ୍ବର 2025 (ସୋମବାର) ଦିନ ସକାଳ 9 ଟାରୁ ଦୁପର 1ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ। ଏହି ସମୟରେ 33/11 ଘେଁସ୍ ଗ୍ରୀଡ୍ରେ ମେଣ୍ଟେନାନ୍ସ କାର୍ଯ୍ୟ କରାଯାଇବାରୁ ସରବରାହ ବିଚ୍ଛିନ୍ନ ହେବାକୁ ପଡିବ। ବିଦ୍ୟୁତ ବିଭାଗ ପକ୍ଷରୁ ସମସ୍ତ ଉପଭୋକ୍ତାଙ୍କୁ ଶାନ୍ତି ରକ୍ଷା କରି ସହଯୋଗ କରିବାକୁ ଅନୁରୋଧ କରାଯାଇଛି।
Sunday, September 14, 2025

ଘେଁସ୍ରେ 15 ସେପ୍ଟେମ୍ବରେ ବିଦ୍ୟୁତ ବନ୍ଦ
Tags
# ବରଗଡ ଜିଲ୍ଲା ଖବର
Share This

About TalpadarTV
ବରଗଡ ଜିଲ୍ଲା ଖବର
Subscribe to:
Post Comments (Atom)
Post Bottom Ad
Author Details
ତାଳପଦର ଟିଭିର ଦର୍ଶକ ହୋଇଥିବାରୁ ଆମେ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ। କିଛି ଖବର ଥିଲେ ଦୟାକରି ଆମ ପ୍ରତିନିଧିଙ୍କୁ ସମ୍ପର୍କ କରନ୍ତୁ, Mob-9439493184.
No comments:
Post a Comment